ଚାନ୍ଦିପୁରରେ ଏଟିଏଜିଏସ୍‌ର ବ୍ୟବହାରିକ ପରୀକ୍ଷଣ

ଚାନ୍ଦିପୁର : ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଠାରେ ଅବସ୍ଥିତ ପିଏକ୍ସଇ ପରିସରରୁ ଏଟିଏଜିଏସ୍‌(ଆଡଭାନ୍ସଡ୍‌ ଟାୱାର ଆର୍ଟିଲାରୀ ଗନ୍‌ ସିଷ୍ଟମ)ର ବ୍ୟବହାରିକ ପରୀକ୍ଷଣ ହୋଇଯାଇଛି। ଡିଆରଡିଓ ପକ୍ଷରୁ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ଏହି ଅତ୍ୟାଧୁନିକ ଗନ୍‌ ସିଷ୍ଟମକୁ ବିକଶିତ କରାଯାଇଛି। ଦୀର୍ଘ ୪୮ କିଲୋମିଟର ଦୂରତାରେ ଥିବା ଟାର୍ଗେଟକୁ ଏହାର ମାରକ କ୍ଷମତା ରହିଛି। ଆଡଭାନ୍ସଡ୍‌ ଟାୱଡ୍‌ ଆର୍ଟିଲାରୀ ଗନ୍‌ ସିଷ୍ଟମର ଓଜନ ୧୮ ଟନ୍‌। ବିଶ୍ବରେ ଏହିଭଳି ଉନ୍ନତ ଓ … Continue reading ଚାନ୍ଦିପୁରରେ ଏଟିଏଜିଏସ୍‌ର ବ୍ୟବହାରିକ ପରୀକ୍ଷଣ